ଯମ
Appearance
ଯମ | |
---|---|
ମୃତ୍ୟୁ | |
Devanagari | यम |
Affiliation | ଦେବତା |
ଲୋକ | ନର୍କ |
ଗ୍ରହ | Pluto |
Mantra | ଓଁ ସୁର୍ଯ୍ୟ ପୁତ୍ରାୟଃ ବିଦମହେ ମାହାକାଳାୟ ଧିମୟୀ ତନୋ ଯମ ପ୍ରଚୋଦୟାତ।[୧] |
Weapon | ଦଣ୍ଡ |
Mount | ମଇଁଷି |
ହିନ୍ଦୁ ଧର୍ମ ଅନୁସାରେ ଯମ ହେଉଛନ୍ତି ମୃତ୍ୟୁର ଦେବତା।.[୨] ଯମଙ୍କୁ ହିନ୍ଦୁ ଧର୍ମରେ ବିଭିନ୍ନ ଭୁମିକାରେ ଦର୍ଶାଯାଇଥାଏ। ପୁରାଣ ରେ ଯମଙ୍କୁ ସଦାବେଳେ ନ୍ୟାୟ ଓ ଧର୍ମର ଦେବତା ଭାବେ ପୂଜା କରାଯାଇଥାଏ କିମ୍ବା ବର୍ଣନ କରାଯାଇଥାଏ।[୩]
ଯମଙ୍କ ବିବରଣୀ ବୁଦ୍ଧ ଧର୍ମରେ ମଧ୍ୟ ଅଛି। ବୁଦ୍ଧ ଧର୍ମରେ ଯମଙ୍କୁ ବିଭିନ୍ନ କାହାଣୀରେ ବର୍ଣ୍ଣନା କରାଯାଇଛି।[୪]
ବର୍ଣ୍ଣନା
[ସମ୍ପାଦନା]ଯମ ମୃତ୍ୟୁର ଦେବତା, ପୁରାଣ ଅନୁସାରେ ତାଙ୍କୁ କାଳ, ଜ୍ୱର, ବ୍ୟାଧି , କ୍ରୋଧ ଓ ଅସୁୟ ସାହାୟତା କରନ୍ତି।[୩]କଥା ଉପନିଷଧ ଅନୁସାରେ ଯମ ନଚିକେତଙ୍କ ଗୁରୁ ଥିଲେ, ସେ ଯମଙ୍କଠାରୁ ଜୀବନ, ମୃତ୍ୟୁ, ଆତ୍ମା ଓ ମୋକ୍ଷ୍ୟ ବିଷୟରେ ଜାଣିବାକୁ ପାଇଥିଲେ।[୫]ମହାଭାରତ ଅନୁସାରେ, ଯମ ଯୁଧିଷ୍ଠିରଙ୍କ ପିତା ଥିଲେ।
ଆଧାର
[ସମ୍ପାଦନା]- ↑ Yama mantra
- ↑ The Rig Veda/Mandala 10/Hymn 14 Ralph Griffith (Translator), see also hymns 10.135-10.136
- ↑ ୩.୦ ୩.୧ K Merh (1996), Yama: the Glorious Lord of the Other World, DK Publishers, ISBN 978-8124600665, pages 196-199
- ↑ Alice Getty (1988), The Gods of Northern Buddhism, Dover, ISBN 978-0486255750, pages 149-154
- ↑ Paul Deussen, Sixty Upanishads of the Veda, Volume 1, Motilal Banarsidass, ISBN 978-8120814684, pages 269-273