ଦିଉ , ଭାରତ
Diu | |
---|---|
City | |
Country | India |
State | Daman and Diu |
District | Diu |
Government | |
• Type | Municipal corporation |
Area | |
• ସମୁଦାୟ | 40 km2 (20 sq mi) |
Elevation | 0 m (0 ft) |
Population (2001) | |
• Total | ୨୧,୫୭୬ |
• Density | 540/km2 (1,400/sq mi) |
Languages | |
• Official | Gujarati, English |
Time zone | UTC+5:30 (IST) |
Sex ratio | 0.85 ♂/♀ |
ଦିଉ , ଭାରତୀୟ ଉନିଅନ ଟେରିତରୀ ଅଞ୍ଚଳର ଦିଉ ଜିଲ୍ଲାର ମୁଖ୍ୟ ସହର । ଦିଉ ଜିଲ୍ଲା ଭାରତର 10 ତମ ସର୍ବନିମ୍ମ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲା ।
ଦିଉ ଦ୍ୱିପର ପୂର୍ବ ଭାଗରେ ଦିଉ ସହର ଅବସ୍ଥିତ , ଏଠାରେ ଥିବା ଡୁଗ ଓ ପର୍ତୁଗୀଜ କାଠଥେଡ୍ରାଳ ଏହାର ଦର୍ଶନୀୟ ସ୍ଥଳ । ଏହା ଏକ ମାଛଧାରା କେନ୍ଦ୍ର । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଣିତ ସ୍ମାର୍ଟ ସିଟି ଯୋଜନାରେ ଦିଉ ଅନ୍ତର୍ଭୁକ୍ତ ।
ଇତିହାସ
[ସମ୍ପାଦନା]ଏହି ସହର ଓ ଜିଲ୍ଲା ପ୍ରାଚୀନ ସୌରାସ୍ତ୍ର ଅଞ୍ଚଳରେ ଥାଇ ଏକ ମୁଖ୍ୟ ବନ୍ଦର ଓ ବାଣିଜ୍ୟ କେନ୍ଦ୍ର ଥିଲା । 1509 ମସିହାରେ ଏଠାକୁ ଅଧିକାର କରିବାକୁ ପର୍ତୁଗୀଜ ଓ ତୁର୍କୀର ସେନାଙ୍କ ମଧ୍ୟରେ ଯୁଦ୍ଧ ହେଇଥିଲା । ତୁର୍କୀ ସହ ଇଜିପଟ , ଗୁଜରାଟ ସୁଲତାନ , ରାଗୁସା ଗଣତନ୍ତ୍ର ଯୁଦ୍ଧରେ ମିଳିତ ଥିଲେ ।
1535ରେ ଗୁଜରାଟର ସୁଲତାନ ବାହାଦୁର ଶାହ ପର୍ତୁଗୀଯ ମାନଙ୍କ ସହ ସାଲିସ କରିଥିଲେ ଓ ପର୍ତୁଗୀଜ ମାନଙ୍କୁ ଦିଉ ଫୋର୍ଟ ବ୍ୟବହାର ପାଇଁ ଦେଇଥିଲେ । ପରେ ସୁଲତାନ ପଟୁଗୀଜ ମାନଙ୍କଦ୍ୱାରା ନିହତ ହେଇଥିଲେ ।
ବାସିନ୍ଦା
[ସମ୍ପାଦନା]ଭାଷା
[ସମ୍ପାଦନା]The languages spoken in Diu include Gujarati, Portuguese, English and Hindi.
ଜନ ଆବାଦି
[ସମ୍ପାଦନା]2001 ଜନଗଣନା ରେ[୧] ଦିଉର ଲୋକ ସଂଖ୍ୟା 21,576 ଥିବାରଜଣା ଯାଏ । ଏହା ମଧ୍ୟରୁ 54% ମହିଳା ଓ 46% ପୁରୁଷ ଥିଲେ । ସାକ୍ଷ୍ୟରତା ହାର 71% ଥିବା ବେଳେ 6 ବର୍ଷରୁ କମ ଆବାଡି 13% ଥିଲା ।
ଭୌଗୋଳିକ ସ୍ଥିତି ଓ ଜଳବାଯୁ
[ସମ୍ପାଦନା]ଦିଉର ଭୌଗୋଳିକ ଅବସ୍ଥିତି 20°43′N 70°59′E / 20.71°N 70.98°E[୨].ଏହି ଅଞ୍ଚଳ ସମୁଦ୍ର ପତ୍ତନ ସହ ସମତୁଲ ଭାବେ ରହିଛି ।
ସାଧାରଣ ସୂଚନା
[ସମ୍ପାଦନା]ଦିଉରେ ଫୋର୍ଟ ବ୍ଯତୀତ କୌଣଶି ଉତ୍ଛ ନିର୍ମାଣ ନାହି । ଦିଉ ଫୋର୍ଟ 1535 ମସିହା ରେ[୩] ପର୍ତୁଗୀଜ ମାନଙ୍କଦ୍ୱାରା ସ୍ଥାପିତ ହେଇଥିଲା । 1610 ମସିହାରେ ନିର୍ମିତ ଏକ ଚର୍ଚ ସହ ଏଠାରେ ଗଙ୍ଗେଶ୍ୱର ବେଳାଭୂମିଠାରେ ଏକ ଶିବ ମନ୍ଦିର ମଧ୍ୟ ରହିଛି ।
ଗମନାଗମନ
ଗୁଜରାଟର ଉନା ଅଞ୍ଚଳରୁ ଏଠାକୁ ଯାତାୟତ ସୁବିଧା ରହିଛି । ଦିଉ ଏୟାରପୋର୍ଟକୁ ଏୟାର ଇଣ୍ଡିଆ ଓ ଜେଟ ଏୟାର ତରଫରୁ ବିମାନ ସେବା ମଧ୍ୟ ରହିଛି । ସହରରେ ହୋଟେଲ , ପର୍ଯ୍ୟଟକ ରହଣି , ଅବସର ବିନୋଦ କେନ୍ଦ୍ର ସବୁ ରହିଛି ।
ଦିଉ ଓ ଡାମନକୁ ଲୋକେ ଏକ ସାଙ୍ଗରେ ନିଅନ୍ତି , କିନ୍ତୁ ଡାମନ ଏଠାରୁ 650 କିଲୋମିଟର ଦୂର ।
ପୁନଶ୍ଚ ଦେଖଣା
[ସମ୍ପାଦନା]- Simbor
ଆଧାର
[ସମ୍ପାଦନା]- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
- ↑ Falling Rain Genomics, Inc - Diu
- ↑ Bradnock, Roma (2004). Footprint India. Footprint Travel Guides. pp. 1171–72. ISBN 978-1-904777-00-7. Retrieved 2011-03-01.
{{cite book}}
:|work=
ignored (help)